ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 APR 2022 1:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟି ମଧ୍ୟପ୍ରଦେଶ ସରକାରଙ୍କ ଉତ୍ତମ ଶାସନ ବ୍ୟବସ୍ଥା ଏବଂ ସେମାନଙ୍କ ପରିବର୍ତ୍ତନଶୀଳ ଯୋଜନା କିପରି ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣୁଛି ସେ ବିଷୟରେ ଆଲୋଚନା କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନ ଜୀଙ୍କୁ ଭେଟିଥିଲି, ଯିଏ ମଧ୍ୟପ୍ରଦେଶ ସରକାରଙ୍କ ଉତ୍ତମ ଶାସନ ବ୍ୟବସ୍ଥା ଏବଂ ସେମାନଙ୍କର ପରିବର୍ତ୍ତନଶୀଳ ଯୋଜନା କିପରି ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣେ ସେ ବିଷୟରେ ଆଲୋଚନା କରିଥିଲେ ।”
HS
(ରିଲିଜ ଆଡି: 1819444)
ପରିଦର୍ଶକ କାଉଣ୍ଟର : 207
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam