ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଷୁ ଅବରସରେ ସ୍ୱାସ୍ଥ୍ୟ ଏବଂ ଖୁସି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 APR 2022 9:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଷୁ ଅବସରରେ ସମସ୍ତଙ୍କୁ ବିଶେଷକରି ସମଗ୍ର ବିଶ୍ୱରେ ଥିବା ମାଲାୟାଲୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି

“ବିଷୁର ବିଶେଷ ଉତ୍ସବରେ ଶୁଭେଚ୍ଛା, ବିଶେଷକରି ସମଗ୍ର ବିଶ୍ୱରେ ବସବାସ କରୁଥିବା ମାଲାୟାଲୀମାନଙ୍କୁ । ମୁଁ ବର୍ଷବ୍ୟାପି ଅତ୍ୟଧିକ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।”

HS


(ରିଲିଜ ଆଡି: 1817000) ପରିଦର୍ଶକ କାଉଣ୍ଟର : 220