ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ ମାନ୍ୟବର ମିଆଁ ମହମ୍ମଦ ସେହେବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 11 APR 2022 11:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ ମାନ୍ୟବର ମିଆଁ ମହମ୍ମଦ ସେହେବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ ଆତଙ୍କବାଦ ମୁକ୍ତ ଅଞ୍ଚଳ ସମେତ ଭାରତ ଶାନ୍ତି ଏବଂ ସ୍ଥିରତା ଚାହୁଁଛି ଯାହା ଦ୍ୱାରା ଉଭୟ ଦେଶ ଏହାର ବିକାଶ ଆହ୍ୱାନ ଉପରେ ଧ୍ୟାନ ଦେଇ ପାରିବେ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ ମାନ୍ୟବର ମିଆଁ ମହମ୍ମଦ ସେହେବାଜ ସରିଫଙ୍କୁ ଅଭିନନ୍ଦନ ଭାରତ ଆତଙ୍କମୁକ୍ତ ଅଞ୍ଚଳ ସହିତ ଶାନ୍ତି ଏବଂ ସ୍ଥିରତା ଚାହୁଁଛି, ଯାହା ଦ୍ୱାରା ଆମେ ଆମର ବିକାଶ ଉପରେ ଧ୍ୟାନ ଦେଇପାରିବା ଏବଂ ଆମ ଲୋକଙ୍କ କଲ୍ୟାଣ ତଥା ସମୃଦ୍ଧତାକୁ ନିଶ୍ଚିତ କରିପାରିବା

HS


(रिलीज़ आईडी: 1815883) आगंतुक पटल : 200
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam