ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜଳ ଜୀବନ ମିଶନ୍ ଦେଶର ବିକାଶ କ୍ଷେତ୍ରରେ ନୂତନ ଉତ୍ସାହ ଯୋଗାଇଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 APR 2022 9:01AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜଳ ଜୀବନ ମିଶନ ଆଜି ଦେଶର ବିକାଶ କ୍ଷେତ୍ରରେ ନୂତନ ଉତ୍ସାହ ଯୋଗାଇଛି ସେ ଏହା ମଧ୍ୟ କହିଛନ୍ତି ଯେ ଗତ ବର୍ଷରୁ କମ୍ସମୟ ମଧ୍ୟରେ ଜଳ କୋଟି କୋଟି ଲୋକଙ୍କ ଘରେ ପହଞ୍ଚିଛି ଯାହା ଜନସାଧାରଣଙ୍କ ଆକାଂକ୍ଷା ଏବଂ ଅଂଶଗ୍ରହଣର ଏକ ଉତ୍ତମ ଉଦାହରଣ ଅଟେ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜଳ ଜୀବନ ମିଶନ୍ ଆଜି ଦେଶର ବିକାଶକୁ ଏକ ନୂତନ ଗତି ପ୍ରଦାନ କରିଛି ଗତ ବର୍ଷରୁ କମ୍ସମୟ ମଧ୍ୟରେ ଜଳ କିପରି କୋଟି କୋଟି ଲୋକଙ୍କ ଘରେ ପହଞ୍ଚିଛି, ଏହା ଜନସାଧାରଣଙ୍କ ଆକାଂକ୍ଷା ଏବଂ ଜନ ଅଂଶଗ୍ରହଣର ଏକ ଉତ୍ତମ ଉଦାହରଣ ଅଟେ

HS


(ରିଲିଜ ଆଡି: 1815284) ପରିଦର୍ଶକ କାଉଣ୍ଟର : 211