ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଣ୍ଟେଲ ସିଇଓ ପ୍ୟାଟ୍ ଗେଲସିଙ୍ଗରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 APR 2022 11:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଟେଲର ସିଇଓ ପ୍ୟାଟ ଗେଲସିଙ୍ଗରଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ବୈଷୟିକ ଜ୍ଞାନ, ଅନୁସନ୍ଧାନ ଏବଂ ନବସୃଜନ  ସମ୍ବନ୍ଧୀୟ  ବିଷୟ  ଉପରେ ଆଲୋଚନା କରିଛନ୍ତି ଭାରତ ପ୍ରତି ପ୍ୟାଟ ଗେଲସିଙ୍ଗରଙ୍କ ଆଶାବାଦୀତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି

ଇଣ୍ଟେଲ ସିଇଓଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ତୁମକୁ ଭେଟି ଖୁସି ଲାଗିଲା ପ୍ୟାଟ ଗେଲସିଙ୍ଗର! ବୈଷୟିକ ଜ୍ଞାନ, ଅନୁସନ୍ଧାନ ଏବଂ ନବସୃଜନ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଆମର ଉତ୍ତମ ଆଲୋଚନା ହୋଇଥିଲା ମୁଁ ଭାରତ ପ୍ରତି ତୁମର ଆଶାବାଦୀତାକୁ ପ୍ରଶଂସା କରୁଛି

HS


(ରିଲିଜ ଆଡି: 1815086) ପରିଦର୍ଶକ କାଉଣ୍ଟର : 168