ପୋଷ୍ଟ କରାଯିବା ଦିନାଙ୍କ:
28 MAR 2022 10:26PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିର ପଦ୍ମ ସମ୍ମାନ ସମାରୋହର କିଛି ଅବିସ୍ମରଣୀୟ ମୂହୂର୍ତ୍ତକୁ ସେୟାର କରିଛନ୍ତି ଯେଉଁଥିରେ ବିଭିନ୍ନ ବର୍ଗର ଲୋକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜିର ସମାରୋହର ସ୍ମରଣୀୟ ମୂହୂର୍ତ୍ତ, ଯେଉଁଥିରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଥିଲା ।”
HS