ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରପତି ର୍ନିବାଚନରେ ବିଜୟ ପାଇଁ ନବ ର୍ନିବାଚିତ ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 10 MAR 2022 10:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ର୍ନିବାଚନରେ ବିଜୟୀ ହୋଇଥିବାରୁ ନବ ନିର୍ବାଚିତ ରାଷ୍ଟ୍ରପତି ୟୋନ୍ ସୁକ୍‌-ୟୋଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ରାଷ୍ଟ୍ରପତି ର୍ନିବାଚନରେ ତାଙ୍କ ବିଜୟ ପାଇଁ ମୁଁ ରାଷ୍ଟ୍ରପତି ୟୋନ୍ ସୁକ୍‌-ୟୋଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଭାରତ-କୋରିଆ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ ବିସ୍ତାର କରିବାପାଇଁ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ ଅଛି

HS



(Release ID: 1810366) Visitor Counter : 121