ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୋଟିଏ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅର୍ଡର ହାସଲ ପାଇଁ ଗଭର୍ଣ୍ଣମେଣ୍ଟ ଇ ମାର୍କେଟପ୍ଲେସ୍ (ଜିଇଏମ୍‌) କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 24 MAR 2022 9:25AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧-୨୨ ଆର୍ଥିକ ବର୍ଷରେ ୧ଲକ୍ଷ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ କ୍ରୟ ପାଇଁ ଗଭର୍ଣ୍ଣମେଣ୍ଟ ମାର୍କେଟପ୍ଲେସ୍ (ଜିଇଏମ୍‌) କୁ ପ୍ରଶଂସା କରିଛନ୍ତି ସେ ଏହା ମଧ୍ୟ କହିଛନ୍ତି ଯେ ଜିଇଏମ ପ୍ଲାଟଫର୍ମ ୫୭% ଅର୍ଡର ମୂଲ୍ୟ ସହିତ ଏମଏସଏମଇ କ୍ଷେତ୍ରକୁ ସଶକ୍ତ କରୁଛି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜାଣି ଖୁସି ଯେ ଜିଇଏମ୍ଗୋଟିଏ ବର୍ଷରେ ଲକ୍ଷ କୋଟି ଟଙ୍କାର ଅର୍ଡର ହାସଲ କରିଛି! ଏହା ପୂର୍ବ ବର୍ଷ ତୁଳନାରେ ଏକ ଉଲ୍ଲେଖନୀୟ ବୃଦ୍ଧି ଜିଇଏମ ପ୍ଲାଟଫର୍ମକୁ ଏମ୍ଏସଏମ୍ କ୍ଷେତ୍ରରୁ ୫୭% ଅର୍ଡର ଆସିବା ସହିତ ଏହା ଏମଏସଏମଇକୁ ଅଧିକ ସଶକ୍ତ କରୁଛି

HS


(Release ID: 1809140)