ପୋଷ୍ଟ କରାଯିବା ଦିନାଙ୍କ:
22 MAR 2022 9:02AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ଦିବସ ଅବସରରେ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିହାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ବିହାର ଦିବସର ଶୁଭେଚ୍ଛା । ମୁଁ ଚାହେଁ ଯେ ଐତିହାସିକ ତଥା ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ଏହି ରାଜ୍ୟ ବିକାଶର ନୂତନ କିର୍ତ୍ତୀମାନ ସ୍ଥାପନ ଜାରି ରଖିବ ।”
HS