ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ କରୋନାର ସଦ୍ୟତମ ସ୍ଥିତି

Posted On: 04 MAR 2022 9:08AM by PIB Bhubaneshwar

  ସମଗ୍ର ଦେଶରେ କରୋନା ଟିକାଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ସଦ୍ୟତମ ତଥ୍ୟ ଅନୁଯାୟୀ ୧୭୮.୨୯କୋଟି ଡୋଜ ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯, ୮୯୭ରହିଛି । ବର୍ତ୍ତମାନ ୦.୧୬ ଶତାଂଶ ସଂକ୍ରମିତ ହେଉଛନ୍ତି । କରୋନାରୁ ଆରୋଗ୍ୟଲାଭର ହାର ହେଉଛି ୯୮.୬୪ ଶତାଂଶ । ଗତ ୨୪ଘଣ୍ଟା ମଧ୍ୟରେ ୧୩,୪୫୦ ଜଣ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ୪, ୨୩, ୬୭, ୦୭୦ ଜଣ ଆରୋଗ୍ୟଲାଭ କରିଲେଣି । ଗତ ୨୪ଘଣ୍ଟା ମଧ୍ୟରେ ୬, ୩୯୬ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇ ୦.୬୯ ଶତାଂଶ ରହିଛି । ସେହିପରି ସାପ୍ତାହିକ ସଂକ୍ରମଣ ହାର ହ୍ରାସ ପାଇ ୦.୯୦ ଶତାଂଶ ରହିଛି ।

ଗତ ୨୪ଘଣ୍ଟା ମଧ୍ୟରେ ୯,୨୩,୩୫୧ ଟି ନମୁନା ପରୀକ୍ଷା କରାଯାଇଛି । ଏହି ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୭୭କୋଟି ୦୯ଲକ୍ଷ ନମୁନା ପରୀକ୍ଷା କରାଯାଇସାରିଲାଣି ।

****

SSD /SLP

(Release ID: 1802953) Visitor Counter : 168