ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାଶିବରାତ୍ରୀ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 MAR 2022 8:48AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାଶିବରାତ୍ରୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମହାଶିବରାତ୍ରୀର ଶୁଭ ଅବସରରେ ଆପଣ ସମସ୍ତଙ୍କ ମଙ୍ଗଳ କାମନା କରୁଛି । ଦେବତାମାନଙ୍କର ଭଗବାନ, ମହାଦେବ ସମସ୍ତଙ୍କର କଲ୍ୟାଣ କରନ୍ତୁ । ଓମ୍ ନମଃ ଶିବାୟ ।”
HS
(ରିଲିଜ ଆଡି: 1802063)
ପରିଦର୍ଶକ କାଉଣ୍ଟର : 208
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam