ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
କ୍ୟାସ ଭ୍ୟାନ ପାଇଁ ମାର୍ଗଦର୍ଶିକା ଜାରି
ପୋଷ୍ଟ କରାଯିବା ଦିନାଙ୍କ:
27 FEB 2022 10:33AM by PIB Bhubaneshwar
ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ 23 ଫେବୃୟାରୀ 2022 ରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ଯାହା ଅନୁସାରେ କ୍ୟାସ ଭ୍ୟାନ; ମୋଟର ବାହନ ଉଦ୍ୟୋଗ ମାନକ -163 :2020 ସମୟକୁ ସମୟ ସଂଶୋଧନ କ୍ରମେ ଉଲ୍ଲିଖିତ ସର୍ବନିମ୍ନ ଆବଶ୍ୟକତାକୁ ପାଳନ କରିବେ, ଯେ ପର୍ଯ୍ୟନ୍ତ ସଂମ୍ପର୍କିତ ବିଆଇଏସ୍ ବିନିର୍ଦ୍ଦେଶ, ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, 2016 (2016 ର 11) ଅନ୍ତର୍ଗତ ଅଧିସୂଚିତ କରାଯାଇ ନାହିଁ।
ଏହାଦ୍ବାରା ବିଶେଷ ପ୍ରୟୋଜନ ବାହନ ଭାବରେ କ୍ୟାସ ଭ୍ୟାନର ନିର୍ମାଣ, ଶ୍ରେଣୀ ଅନୁମୋଦନ ପରୀକ୍ଷଣ ଏବଂ ପଞ୍ଜୀକରଣରେ ସୁବିଧା ହେବ।
ବିବରଣୀ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ।
BS
(ରିଲିଜ ଆଡି: 1801620)
ପରିଦର୍ଶକ କାଉଣ୍ଟର : 177