ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମାଧବ ନବମୀ ଅବସରରେ ଶ୍ରୀ ମାଧବଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 10 FEB 2022 7:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଧବ ନବମୀ ଅବସରରେ ଶ୍ରୀ ମାଧବଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସେ ତାଙ୍କ ଭାଷଣର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯାହା ଫେବୃଆରୀ ୨୦୧୭ ରେ ଜଗଦଗୁରୁ ମାଧବଚାର୍ଯ୍ୟଙ୍କ ସପ୍ତମ ଶତାବ୍ଦୀ ଉତ୍ସବ ଅବସରରେ ପ୍ରଦାନ କରିଥିଲେ

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି ଯେ, “ମାଧବ ନବମୀର ପବିତ୍ର ଅବସରରେ ମୁଁ ଶ୍ରୀ ମାଧବଚାର୍ଯ୍ୟଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଆଧ୍ୟାତ୍ମିକ ଏବଂ ସାମାଜିକ ଉନ୍ନତି ପାଇଁ ତାଙ୍କର ବାର୍ତ୍ତା ପୀଢିଗୁଡିକ ପାଇଁ ପ୍ରେରଣାଦାୟକ ରହିବ ଶ୍ରୀ ମାଧବଚାର୍ଯ୍ୟଙ୍କ ଉପରେ ଏଠାରେ ମୁଁ ଏକ ଭାଷଣ ରଖିଥିଲି

HS


(ରିଲିଜ ଆଡି: 1797437) ପରିଦର୍ଶକ କାଉଣ୍ଟର : 261