ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ୧୯ବର୍ଷରୁ କମ୍‍ ଆଇସିସି ବିଶ୍ୱକପ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 06 FEB 2022 10:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯ବର୍ଷରୁ କମ୍ଆଇସିସି ବିଶ୍ୱକପ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆମର ଯୁବ କ୍ରିକେଟରଙ୍କ ପାଇଁ ଅତ୍ୟଧିକ ଗର୍ବିତ ୧୯ବର୍ଷରୁ କମ୍ଆଇସିସି ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଟୁର୍ନାମେଣ୍ଟ ମାଧ୍ୟମରେ ସେମାନେ ବହୁତ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସର୍ବୋଚ୍ଚ ସ୍ତରରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦର୍ଶାଉଛି ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ସୁରକ୍ଷିତ ଏବଂ ଦକ୍ଷଙ୍କ ହାତରେ ଅଛି

HS


(ରିଲିଜ ଆଡି: 1795905) ପରିଦର୍ଶକ କାଉଣ୍ଟର : 241