ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପଣ୍ଡିତ ଭୀମସେନ ଯୋଶୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି

प्रविष्टि तिथि: 04 FEB 2022 7:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଭୀମସେନ ଯୋଶୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ବହୁମୁଖୀ ପ୍ରତିଭା ପଣ୍ଡିତ ଭୀମସେନ ଯୋଶୀ ଜୀଙ୍କୁ ସ୍ମରଣ କରୁଛି । ତାଙ୍କ କାର୍ଯ୍ୟ ମାଧ୍ୟମରେ ସେ ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତିର ଲୋକପ୍ରିୟତା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ସେ ମଧ୍ୟ ତାଙ୍କ ଅନୁବାଦ ମାଧ୍ୟମରେ ଆମ ଦେଶକୁ ଏକାଠି କରିପାରିଥିଲେ ।”

HS


(रिलीज़ आईडी: 1795657) आगंतुक पटल : 239
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam