ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ କଥାକଳି ନୃତ୍ୟଶିଳ୍ପୀ ସୁଶ୍ରୀ ମିଲେନା ସାଲଭିନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ

प्रविष्टि तिथि: 26 JAN 2022 5:32PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ କଥାକଳି ନୃତ୍ୟଶିଳ୍ପୀ ସୁଶ୍ରୀ ମିଲେନା ସାଲଭିନିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାରତୀୟ ସଂସ୍କୃତି ପ୍ରତି ଥିବା ତାଙ୍କର ଅବଦାନ ପାଇଁ ଶ୍ରୀମତୀ ମିଲେନା ସାଲଭିନି ସ୍ମରଣୀୟ ହୋଇ ରହିବେ ସେ ଫ୍ରାନ୍ସରେ କଥାକଳିକୁ ଅଧିକ ଲୋକପ୍ରିୟ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ତାଙ୍କର ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ ମୋର ସମବେଦନା ତାଙ୍କ ପରିବାର ଏବଂ ଶୁଭେଚ୍ଛୁମାନଙ୍କ ସହିତ ଅଛି ତାଙ୍କର ଆତ୍ମାକୁ ଶାନ୍ତି ମିଳୁ

HS


(रिलीज़ आईडी: 1792848) आगंतुक पटल : 256
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam