ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

୪୬ ତମ ଜିଏସଟି ପରିଷଦ ବୈଠକର ସୁପାରିଶ


ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନର ଜିଏସଟି ହାର ୧ ଜାନୁଆରୀ, ୨୦୨୨ ପରେ ମଧ୍ୟ ଜାରି ରହିବ

ପୋଷ୍ଟ କରାଯିବା ଦିନାଙ୍କ: 31 DEC 2021 4:29PM by PIB Bhubaneswar

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଜିଏସଟି ପରିଷଦର ୪୬ ତମ ବୈଠକ ଅନୁଷ୍ଠିତ ହୋଇଥିଲା ।

୪୫ ତମ ଜିଏସଟି ପରିଷଦ ବୈଠକର ସୁପାରିଶ ଅନୁଯାୟୀ ପୋଷାକରେ ଜିଏସ୍‍ଟି ହାର ପରିବର୍ତ୍ତନ କରିବାକୁ ହୋଇଥିବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ଜିଏସଟି ପରିଷଦ ପରାମର୍ଶ ଦେଇଛି । ଫଳସ୍ୱରୂପ, ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନ ଥିବା ଜିଏସଟି ହାର ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ ।

HS


(ରିଲିଜ ଆଡି: 1786710) ପରିଦର୍ଶକ କାଉଣ୍ଟର : 276
ଏହି ରିଲିଜ ପଢନ୍ତୁ : Tamil , Telugu , Gujarati , English , Urdu , हिन्दी , Marathi , Bengali