ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 25 DEC 2021 9:37AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଦରଣୀୟ ଅଟଳ ଜୀଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ।’

ତାଙ୍କ ଜୟନ୍ତୀରେ ଅଟଳ ଜୀଙ୍କୁ ମନେ ପକାଇବା । ଜାତି ପାଇଁ ତାଙ୍କର ସମୃଦ୍ଧ ସେବା ଦ୍ୱାରା ଆମେ ଅନୁପ୍ରାଣିତ । ଭାରତକୁ ଶକ୍ତିଶାଳୀ ଏବଂ ବିକଶିତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

ତାଙ୍କର ବିକାଶମୂଳକ ପଦକ୍ଷେପ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିଥିଲାୟ ।”

HS


(ରିଲିଜ ଆଡି: 1785099) ପରିଦର୍ଶକ କାଉଣ୍ଟର : 257