ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ କିଦାମ୍ବି ଶ୍ରୀକାନ୍ତଙ୍କୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପସଆନସିପ୍ ୨୦୨୧ ରେ ରୌପ୍ୟ ପଦକ ଜିଣିଥିବାରୁ ଅଭିନନ୍ଦନ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
20 DEC 2021 12:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିଦାମ୍ବି ଶ୍ରୀକାନ୍ତଙ୍କୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଆନସିପ୍ ୨୦୨୧ରେ ରୌପ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଐତିହାସିକ ରୋପ୍ୟ ପଦକ ଜିତିବା ପାଇଁ ଶ୍ରୀ କିଦାମ୍ବିଙ୍କୁ ଅଭିନନ୍ଦନ । ଏହି ବିଜୟ ଅନେକ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବ ଏବଂ ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ଦେଖାଇବ ।”
HS
(ରିଲିଜ ଆଡି: 1783456)
ପରିଦର୍ଶକ କାଉଣ୍ଟର : 186
ଏହି ରିଲିଜ ପଢନ୍ତୁ :
Telugu
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam