ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ତାଙ୍କର ପୁଣ୍ୟ ତିଥିରେ ମନେ ପକାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 15 DEC 2021 11:21AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ତାଙ୍କର ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ତାଙ୍କର ପୁଣ୍ୟ ତିଥିରେ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରିବା । ତାଙ୍କର ଉଲ୍ଲେଖନୀୟ ସେବା, ପ୍ରଶାସନିକ ଦକ୍ଷତା ଏବଂ ଆମ ଦେଶକୁ ଏକଜୁଟ କରିବା ପାଇଁ ଉଦ୍ୟମ ଲାଗି ଭାରତ ସର୍ବଦା କୃତଜ୍ଞ ରହିବ ।”

HS


(ରିଲିଜ ଆଡି: 1781710) ପରିଦର୍ଶକ କାଉଣ୍ଟର : 227