ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଗୀତା ଜୟନ୍ତୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
Posted On:
14 DEC 2021 2:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୀତା ଜୟନ୍ତୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଗୀତା ଉପରେ ଦେଇଥିବା ଦୁଇଟି ଭାଷଣ ମଧ୍ୟ ଉଲ୍ଲେଖ କରିଛନ୍ତି ।
ଏକାଧିକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି, ଗୀତା ଜୟନ୍ତୀରେ, ନିକଟରେ ମୁଁ ଗୀତା ଉପରେ ଦେଇଥିବା ଦୁଇଟି ବକ୍ତବ୍ୟ ଉଲ୍ଲେଖ କରୁଛି
ସ୍ୱାମୀ ଚିଦଭାବାନନ୍ଦଙ୍କ ଭଗବଦ୍ ଗୀତା ର ଇ-ବୁକ୍ ସଂସ୍କରଣର ଶୁଭାରମ୍ଭ
ଗୀତା ଉପରେ ବିଭିନ୍ନ ପଣ୍ଡିତଙ୍କ ମନ୍ତବ୍ୟ ସହିତ ଏକ ପାଣ୍ଡୁଲିପି ଲୋକାର୍ପଣ
ସର୍ବୋପନିଷେଦୋ ଗାବେ ଦୋଗ୍ଧା ଗୋପାଳ ନନ୍ଦନ; ।
ପାର୍ଥୋ ବତ୍ସ; ସୁଧିଭୌକ୍ତା ଦୁଗ୍ଧଂ ଗୀତାମୃତଂ ମହତ୍; ।
ଗୀତା ଜୟନ୍ତୀ କି ହାର୍ଦ୍ଦିକ ଶୁଭକାମନାଏ; ।
ଗୀତା ଜୟନ୍ତୀର ଶୁଭେଚ୍ଛା
ଜୀବନର ଅନେକ ବ୍ୟବହାରିକ ଦିଗ ପାଇଁ ଏହା ଏକ ମାର୍ଗଦର୍ଶିକା; ବିଶ୍ୱରେ ଗୀତାର ଶିକ୍ଷାକୁ ଦେଖି ଆନନ୍ଦିତ ।”
HS
(Release ID: 1781365)
Visitor Counter : 194
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam