ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାପରିନିର୍ବାଣ ଦିବସ ଅବସରରେ ଭାରତ ରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 06 DEC 2021 9:57AM by PIB Bhubaneshwar

ମହାପରିନିର୍ବାଣ ଦିବସ ଅବସରରେ ଭାରତ ରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସଂସଦରେ ବାବାସାହେବଙ୍କୁ ପ୍ରଧାନମନ୍ତ୍ରୀ ପୁଷ୍ପାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଭାରତ ରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କୁ ମହାପରିନିର୍ବାଣ ଦିବସରେ ସାଦର ଶ୍ରଦ୍ଧାଞ୍ଜଳି ।

ମହାପରିନିର୍ବାଣ ଦିବସ ଅବସରରେ ଡଃ ଆମ୍ବେଦକର ଜୀଙ୍କୁ ଶ୍ରଦ୍ଧାଞ୍ଜଳି ।” 

SR


(रिलीज़ आईडी: 1778613) आगंतुक पटल : 258
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam