ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୟନ୍ତୀ ଅବସରରେ ରାଣୀ ଲକ୍ଷ୍ମୀବାଈଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
19 NOV 2021 8:57AM by PIB Bhubaneswar
ଜୟନ୍ତୀ ଅବସରରେ ରାଣୀ ଲକ୍ଷ୍ମୀବାଈଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜୟନ୍ତୀ ଅବସରରେ ସାହସୀ ରାଣୀ ଲକ୍ଷ୍ମୀବାଈଙ୍କୁ ପ୍ରଣାମ ଜଣାଉଛି । ଭାରତର ଇତିହାସରେ ତାଙ୍କ ସ୍ଥାନ ସ୍ୱତନ୍ତ୍ର । ତାଙ୍କ ବୀରତ୍ୱ ଆଗାମୀ ପୀଢି ପାଇଁ ସ୍ମରଣୀୟ ହୋଇରହିବ । ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଜି ଝାନସିରେ ଉପସ୍ଥିତ ରହିବି ।”
SR
(ରିଲିଜ ଆଡି: 1773192)
ପରିଦର୍ଶକ କାଉଣ୍ଟର : 271
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam