ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟ ସ୍ଥାପନା ଦିବସ ଅବସରରେ ଝାଡଖଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 15 NOV 2021 10:21AM by PIB Bhubaneswar

ରାଜ୍ୟ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭଗବାନ ବିର୍ସା ମୁଣ୍ଡାଙ୍କ ଏହି ଐତିହାସିକ ଭୂମି ପ୍ରଗତି ପଥରେ ଆଗେଇ ଚାଲୁ ବୋଲି ସେ କାମନା କରିଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଝାଡଖଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନ ଦିବସର ଅନେକ ଶୁଭେଚ୍ଛା । ନିଜ ସ୍ୱତନ୍ତ୍ର ସଂସ୍କୃତି ସହ ଐତିହାସିକ ପରିଚୟ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଏହି ଭୂମି ବିକାଶ ଯାତ୍ରାରେ ଆଗେଇ ଚାଲୁ ବୋଲି କାମନା କରୁଛି ।

 

SR


(रिलीज़ आईडी: 1772007) आगंतुक पटल : 219
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam