ପୋଷ୍ଟ କରାଯିବା ଦିନାଙ୍କ:
15 OCT 2021 8:50AM by PIB Bhubaneswar
ଜୟନ୍ତୀ ଅବସରରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କାଲାମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମିସାଇଲ ମ୍ୟାନ ଭାବରେ ବିଖ୍ୟାତ ଦେଶର ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କାଲାମ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସାଦର ପ୍ରଣାମ । ଭାରତକୁ ସଶକ୍ତ, ସମୃଦ୍ଧ ଓ ସାମର୍ଥ୍ୟବାନ କରି ଗଢି ତୋଳିବାରେ ସେ ନିଜ ଜୀବନ ସମର୍ପିତ କରିଥିଲେ । ଦେଶବାସୀଙ୍କ ପାଇଁ ସେ ସର୍ବଦା ପ୍ରେରଣାସ୍ରୋତ ହୋଇ ରହିବେ ।”
SR