ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦୁର୍ଗାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
13 OCT 2021 10:19AM by PIB Bhubaneshwar
ଦୁର୍ଗାଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମା ଦୁର୍ଗାଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହୁ ଓ ତାଙ୍କ ଆଶୀର୍ବାଦ ଆମ ସମାଜରେ ସୁଖ ତଥା ସମୃଦ୍ଧିର ଭାବନାକୁ ଆଗେଇ ନେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣମାନଙ୍କୁ ମହାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଉଛି । ନବରାତ୍ରୀର ଏହି ପବିତ୍ର ଅବସରରେ ମା ମହାଗୌରୀଙ୍କ ପୂଜା କରାଯାଏ । ତାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ପ୍ରତିଭାତ ହେଉ । ମା ମହାଗୌରୀଙ୍କୁ ଏକ ସ୍ତୁତି ନିବେଦନ କରୁଛି ।”
SR
(ରିଲିଜ ଆଡି: 1763598)
ପରିଦର୍ଶକ କାଉଣ୍ଟର : 218
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam