ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଭିନେତା ଶ୍ରୀ ନେଦୁମୁଦି ବେଣୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 11 OCT 2021 10:59PM by PIB Bhubaneshwar

ଅଭିନେତା ଶ୍ରୀ ନେଦୁମୁଦି ବେଣୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ବିଭିନ୍ନ ଧାରାର ଭିନ୍ନ ଭିନ୍ନ ଭୂମିକାକୁ ପ୍ରାଣବନ୍ତ କରି ପାରୁଥିବା ଶ୍ରୀ ନେଦୁମୁଦି ବେଣୁ ଜଣେ ବହୁମୁଖୀ କଳାକାର ଥିଲେଜଣେ ସଫଳ ଲେଖକ ହେବା ସହିତ ସେ ମଞ୍ଚ ଅନୁରାଗୀ ମଧ୍ୟ ଥିଲେତାଙ୍କ ବିୟୋଗ ଚଳଚ୍ଚିତ୍ର ଓ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।

 

SR



(Release ID: 1763136) Visitor Counter : 173