ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୟନ୍ତୀ ଅବସରରେ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 11 OCT 2021 10:04AM by PIB Bhubaneshwar

ଜୟନ୍ତୀ ଅବସରରେ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ମହାନ ଦୂରଦ୍ରଷ୍ଟା ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ଗାଁଗୁଡିକର ବିକାଶ ଓ ପରିଶ୍ରମୀ କୃଷକଙ୍କ ସଶକ୍ତୀକରଣରେ ସେ ନିଜକୁ ସମର୍ପିତ କରିଥିଲେ । ୨୦୧୭ରେ ନାନାଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଦାନ କରିଥିବା ଏକ ଭାଷଣ ନିବେଦନ କରୁଛି । https://t.co/KeWUhBvnPt https://t.co/jVkaRo4e9F"

 

SR



(Release ID: 1762951) Visitor Counter : 169