ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଭାଇ ତରୁ ସିଂହ ଜୀଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
09 OCT 2021 2:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଇ ତରୁ ସିଂହ ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାଇ ତରୁ ସିଂହ ଜୀଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇବା । ଆଗାମୀ ପୀଢି ତାଙ୍କ ସାହସିକତାକୁ ଭୁଲି ପାରିବେ ନାହିଁ । ସତ୍ୟ ଏବଂ ନ୍ୟାୟ ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତା ଗଭୀର ପ୍ରେରଣାଦାୟକ ଅଟେ ।”
HS
(ରିଲିଜ ଆଡି: 1762502)
ପରିଦର୍ଶକ କାଉଣ୍ଟର : 158
ଏହି ରିଲିଜ ପଢନ୍ତୁ :
Manipuri
,
English
,
Urdu
,
हिन्दी
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam