ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କର୍ଣ୍ଣାଟକରେ ଘର ଭୁଶୁଡ଼ି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହିତ ପୀଡିତଙ୍କ ପାଇଁ ପିଏମ୍ଏନ୍ଆରଏଫ୍ ରୁ ସହାୟତା ମଞ୍ଜୁର କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2021 1:28PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଲାଗାଭିରେ ଘର ଭୁଶୁଡ଼ିବା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (ପିଏମ୍ଏନ୍ଆରଏଫ୍‍) ଏକ ସହାୟତାକୁ ମଧ୍ୟ ମଞ୍ଜୁର କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି;

କର୍ଣ୍ଣାଟକର ବେଲାଗାଭିରେ ଘର ଭୁଶୁଡ଼ିବା କାରଣରୁ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖ ଦାୟକ ଏହି ଦୁଃଖ ସମୟରେ ମୋର ଚିନ୍ତାଧାରା ମୃତ ବ୍ୟକ୍ତିଙ୍କ ପରିବାର ସହ ଅଛି ପିଏମଏନ୍ଆରଏଫ୍ରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଲକ୍ଷ ଟଙ୍କା କରି ପ୍ରଦାନ କରାଯିବ

HS


(ରିଲିଜ ଆଡି: 1761770) ପରିଦର୍ଶକ କାଉଣ୍ଟର : 196