ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାଳୟା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
06 OCT 2021 9:50AM by PIB Bhubaneswar
ମହାଳୟା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଶୁଭ ମହାଳୟା!
ମା ଦୁର୍ଗାଙ୍କ ନିକଟରେ ନତମସ୍ତକ ହୋଇ ପୃଥିବୀର ମଙ୍ଗଳ ଓ ନାଗରିକଙ୍କ କଲ୍ୟାଣ କାମନା କରୁଛୁ । ଆଗାମୀ ଦିନରେ ସମସ୍ତେ ଖୁସି ଓ ସୁସ୍ଥ ରୁହନ୍ତୁ ।”
SR
(रिलीज़ आईडी: 1761438)
आगंतुक पटल : 261
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam