ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 01 OCT 2021 9:59AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ନିଜ ବିନମ୍ର ବ୍ୟକ୍ତିତ୍ୱ କାରଣରୁ ସାରା ଦେଶରେ ସେ ସମସ୍ତଙ୍କର ପ୍ରିୟପାତ୍ର । ତାଙ୍କର ସାରା ଧ୍ୟାନ ଦରିଦ୍ର ଓ ସମାଜର ପଛୁଆବର୍ଗର ଲୋକମାନଙ୍କୁ ସଶକ୍ତ କରିବା ଉପରେ ନିହିତ ରହିଥାଏ ଯାହା ଅନୁକରଣୀୟ । ତାଙ୍କ ଦୀର୍ଘ ଏବଂ ନିରାମୟ ଜୀବନର କାମନା କରୁଛି ।

SR


(रिलीज़ आईडी: 1760011) आगंतुक पटल : 235
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam