ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କ୍ୱାଲକମ୍ ର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
23 SEP 2021 8:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୱାଲକମର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କୁ ସାକ୍ଷାତ କରିଛନ୍ତି
ଏହି ବୈଠକରେ ସେମାନେ ଭାରତର ଟେଲିକମ୍ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନ (ଇଏସ୍ଡିଏମ୍) ପାଇଁ ନିକଟରେ ଆରମ୍ଭ ହୋଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଏବଂ ଭାରତରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାର ବିକାଶ ଅନ୍ତର୍ଭୁକ୍ତ । ଭାରତରେ ସ୍ଥାନୀୟ ଇନୋଭେସନ୍ ଇକୋସିଷ୍ଟମ୍ ଗଠନ ପାଇଁ ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
HS
(ରିଲିଜ ଆଡି: 1757488)
ପରିଦର୍ଶକ କାଉଣ୍ଟର : 223
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam