ପୋଷ୍ଟ କରାଯିବା ଦିନାଙ୍କ:
23 SEP 2021 4:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ସାଦର ପ୍ରଣାମ । ଦେଶ ଓ ସମାଜକୁ ଦିଗଦର୍ଶନ ଦେଉଥିବା ତାଙ୍କ କବିତା ପ୍ରତ୍ୟେକ ପୀଢି ପାଇଁ ପ୍ରେରଣାଦାୟୀ ହୋଇ ରହିବ ।
HS