ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଭଗବାନ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 17 SEP 2021 11:27AM by PIB Bhubaneshwar

ଭଗବାନ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭଗବାନ ବିଶ୍ୱକର୍ମା ଜୟନ୍ତୀର ପବିତ୍ର ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଦେଶବାସୀଙ୍କ ଉପରେ ଦେବଶିଳ୍ପୀଙ୍କ କୃପା ସବୁବେଳେ ଥାଉ ଓ ଆମ ଦେଶ ନିତିଦିନ ପ୍ରଗତି ଏବଂ ସମୃଦ୍ଧିର ନୂଆ ଶିଖର ସ୍ପର୍ଶ କରୁଥାଉ । https://t.co/fq5KnPeKdV

 

SR



(Release ID: 1755718) Visitor Counter : 163