ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପୁରବ ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 SEP 2021 3:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ଜୀଙ୍କ ପ୍ରକାଶ ପୁରବ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ଜୀଙ୍କର ପବିତ୍ର ପ୍ରକାଶ ପୁରବ ଅବସରରେ ଶୁଭେଚ୍ଛା, ଯାହାର ଶ୍ରେଷ୍ଠ ନୀତି, ଦୟା, ନ୍ୟାୟ ଏବଂ ସମାନତା ଉପରେ ଗୁରୁତ୍ୱ ସମଗ୍ର ମାନବଜାତିକୁ ମାର୍ଗଦର୍ଶନ କରେ

 

HS


(ରିଲିଜ ଆଡି: 1752839) ପରିଦର୍ଶକ କାଉଣ୍ଟର : 252