ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ରୋଶ ହଶନାହ’ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱର ତମାମ ଇହୁଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଲେ
प्रविष्टि तिथि:
07 SEP 2021 10:49AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ରୋଶ ହଶନାହ’ ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ, ଇସ୍ରାଏଲର ମିତ୍ର ଜନତା ଏବଂ ବିଶ୍ୱର ତମାମ ଇହୁଦୀ ଲୋକଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଆଜି ରୋଶ ହଶନାହ ଅବସରରେ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ, ଇସ୍ରାଏଲର ମିତ୍ର ଜନତା ଏବଂ ରୋଶ ହଶନାହ ପାଳନ କରୁଥିବା ବିଶ୍ୱର ତମାମ ଇହୁଦୀ ଲୋକମାନଙ୍କୁ ହାର୍ଦ୍ଦିକ ଶୁଭକାମନା ।
SR
(रिलीज़ आईडी: 1752805)
आगंतुक पटल : 252
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam