ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav g20-india-2023

କୋଭିଡ-୧୯ ଅପ୍‌ଡେଟ

Posted On: 03 SEP 2021 9:17AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୭.୦୯ କୋଟିରୁ ଅଧିକ ଟିକା ଦାନ କରାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୫,୩୯୨ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ରୋଗୀଙ୍କ ସଂଖ୍ୟା ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୨୨ ପ୍ରତିଶତ ଅଟେ ।

ଭାରତରେ ବର୍ତ୍ତମାନ ୩,୯୯,୭୭୮ ସକ୍ରିୟ ରୋଗୀ ଅଛନ୍ତି ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୫ ପ୍ରତିଶତ ରହିଛି ।

ଗତ ୨୪ଘଣ୍ଟା ମଧ୍ୟରେ ୩୪,୭୯୧ ରୋଗୀ ସୁସ୍ଥ ହୋଇଥିବାବେଳେ ସମଗ୍ର ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୦, ୬୩, ୬୧୬  ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୬୬ ପ୍ରତିଶତ ରହିଛି, ଯାହା ଗତ ୭୦ ଦିନରେ ୩ ପ୍ରତିଶତରୁ କମ୍ ।

ଦୈନିକ ସଂକ୍ରମଣ ହାର ୨.୭୨ ପ୍ରତିଶତ ଅଟେ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୨.୬୫କୋଟି ଟିକା ଦିଆଯାଇସାରିଛି ।

 

****

NS /SLP

 

 



(Release ID: 1751825) Visitor Counter : 206