ପୋଷ୍ଟ କରାଯିବା ଦିନାଙ୍କ:
31 AUG 2021 6:01PM by PIB Bhubaneswar
ଟୋକିଓ ପାରାଲିମ୍ପିକ୍ସ କ୍ରୀଡାରେ ହାଇ ଜମ୍ପରେ ରୌପ୍ୟ ପଦକ ଜିତିଥିବାରୁ ମାରିଆପାନ୍ ଥାଙ୍ଗାଭେଲୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଉଚ୍ଚ ଏବଂ ଆହୁରି ଉଚ୍ଚକୁ ଯାଅ!
ମାରିଆପାନ୍ ଥାଙ୍ଗାଭେଲୁ ନିରନ୍ତରତା ଏବଂ ଉତ୍କର୍ଷ ସହିତ ସମକକ୍ଷ । ରୌପ୍ୟ ପଦକ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କର ଏହି ପ୍ରଦର୍ଶନ ପାଇଁ ଭାରତ ଗର୍ବିତ ।
HS