ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2021 9:26AM by PIB Bhubaneswar

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ମୋଟ 63.43 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି ।

ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲା ସଂଖ୍ୟା 42,909 ରହିଛି

ସକ୍ରିୟ ମାମଲା ସଂଖ୍ୟା ସମୁଦାୟ ମାମଲାର 1.15 ପ୍ରତିଶତ  

ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା 3,76, 324 ରହିଛି

ବର୍ତ୍ତମାନ ସୁସ୍ଥତା ହାର 97.51 ପ୍ରତିଶତରେ ରହିଛି

ଗତ 24 ଘଣ୍ଟା ମଧ୍ୟରେ 34,763 ସଂଖ୍ୟକ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା 3,19,23,405କୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 2.41 ପ୍ରତିଶତରେ ରହିଛି, ଯାହା 66 ଦିନ ମଧ୍ୟରେ 3 ପ୍ରତିଶତରୁ କମ୍ ।

ଦୈନିକ ପଜିଟିଭିଟି ହାର 3.02 ପ୍ରତିଶତ ବୋଲି ଜଣାପଡିଛି

ବର୍ତ୍ତମାନ ସୁଦ୍ଧା ସମୁଦାୟ 52.01 କୋଟି ପରୀକ୍ଷା କରାଯାଇଛି

 

**********

TRP/


(ରିଲିଜ ଆଡି: 1750547) ପରିଦର୍ଶକ କାଉଣ୍ଟର : 237