ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

प्रविष्टि तिथि: 07 AUG 2021 9:56AM by PIB Bhubaneshwar

ଦେଶବ୍ୟାପୀ ଚାଲିଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ୫୦ କୋଟି ଡୋଜ୍ ଟିକାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଭାରତ ଅତିକ୍ରମ କରିଛି

ଦେଶରେ ଏ ପର୍ଯ୍ୟନ୍ତ ୩,୧୦,୫୫,୮୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ସୁସ୍ଥତା ହାର ଏବେ ରହିଛି ୯୭.୩୭%

ଗତ ୨୪ ଘଣ୍ଟାରେ ୪୦,୦୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୮,୬୨୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି

ଭାରତରେ ଏବେ ୪,୧୨,୧୫୩ ସକ୍ରିୟ କରୋନା ମାମଲା ରହିଛି

ମୋଟ ମାମଲାର ୧.୨୯% ରହିଛି ସକ୍ରିୟ ମାମଲା

ସାପ୍ତାହିକ ପଜିଟିଭିଟି ହାର ୩୫ ତଳେ ଅର୍ଥାତ ଏବେ ଅଛି ୨.୩୯%

ଦୈନିକ ପଜିଟିଭିଟି ହାର ଏବେ ଅଛି ୨.୨୧%, ଗତ ୧୨ ଦିନ ଧରି ୩% ତଳେ ରହିଛି

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଛି ଏବଂ ମୋଟ ୪୭.୮୨ କୋଟି ଟେଷ୍ଟ କରାଯାଇଛି

SR

 

 

 

 


(रिलीज़ आईडी: 1743513) आगंतुक पटल : 259
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Punjabi , Gujarati , Tamil , Telugu , Kannada , Malayalam