ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଷାଢ଼ୀ ଏକାଦଶୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 20 JUL 2021 10:16AM by PIB Bhubaneshwar

ଆଷାଢ଼ୀ ଏକାଦଶୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପବିତ୍ର ଆଷାଢ଼ୀ ଏକାଦଶୀ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ସ୍ୱତନ୍ତ୍ର ଦିବସରେ ଆମାମନଙ୍କୁ ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ଦେବାକୁ ଭଗବାନ ଭିଠଲଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଏହି ଧାର୍ମିକ ଉତ୍ସବ ଆମର ସର୍ବୋତ୍ତମ ପରମ୍ପରାକୁ ସୂଚାଏ ଏବଂ ଭାଇଚାରା ଓ ସମାନତାକୁ ଗୁରୁତ୍ୱ ଦିଏ ।

SR



(Release ID: 1737124) Visitor Counter : 188