ପୋଷ୍ଟ କରାଯିବା ଦିନାଙ୍କ:
02 JUL 2021 8:10PM by PIB Bhubaneswar
ଗତ ଚାରି ବର୍ଷ ମଧ୍ୟରେ ପୁଞ୍ଜି ବିନିଯୋଗ ବୃଦ୍ଧି ତଥା ବ୍ୟବସାୟରେ ସୁଗମତା ପାଇଁ ଉତ୍ତରପ୍ରଦେଶର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କରାଯାଇଥିବା ଟ୍ଵିଟ୍ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳ ଏବଂ ଛୋଟ ସହର ମଧ୍ୟ ଏହି ସଫଳତାର ସାକ୍ଷୀ ରହିଛନ୍ତି ।
**********
TRP/