ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସମସ୍ତଙ୍କ ପାଇଁ ଟିକା, ସମସ୍ତଙ୍କ ପାଇଁ ମାଗଣାର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 JUN 2021 12:11PM by PIB Bhubaneswar

ଭାରତରେ ଟିକାକରଣ ଅଭିଯାନକୁ ଗତିଶୀଳ କରାଉଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଭାରତର ଟିକାକରଣ ଅଭିଯାନ ଗତିଶୀଳ ହେବାରେ ଲାଗିଛି! ଏହି ପ୍ରୟାସକୁ ଗତିଶୀଳ କରାଉଥିବା ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ । ଆମର ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ଟିକା, ସମସ୍ତଙ୍କ ପାଇଁ ମାଗଣା । ସମସ୍ତଙ୍କୁ ଟିକା, ମାଗଣା ଟିକା

 

**********

TRP/


(रिलीज़ आईडी: 1730987) आगंतुक पटल : 242
इस विज्ञप्ति को इन भाषाओं में पढ़ें: Tamil , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Telugu , Kannada , Malayalam