ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପିଭି ନରସିଂହ ରାଓଙ୍କ 100ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 JUN 2021 9:32AM by PIB Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପିଭି ନରସିଂହ ରାଓ ଜୀଙ୍କ 100ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପିଭି ନରସିଂହ ରାଓ ଜୀଙ୍କ 100ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ରାଷ୍ଟ୍ରର ବିକାଶ ଦିଗରେ ତାଙ୍କର ବିସ୍ତୃତ ଯୋଗଦାନ ପାଇଁ ଦେଶ ତାଙ୍କୁ ସର୍ବଦା ସ୍ମରଣ କରିବ । ସେ ଅସାଧାରଣ ଜ୍ଞାନ ଏବଂ ଚିନ୍ତାଧାରାର ଅଧିକାରୀ ଥିଲେ । ବିଗତ ବର୍ଷ ଜୁନ ମନ କି ବାତରେ ମୁଁ ତାଙ୍କ ବିଷୟରେ କଣ କହିଥିଲି ତାହା ଏଠାରେ ଶେୟାର କରୁଛି ।

 

**********

TRP/


(ରିଲିଜ ଆଡି: 1730986) ପରିଦର୍ଶକ କାଉଣ୍ଟର : 224