ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 27 JUN 2021 12:13PM by PIB Bhubaneshwar

ଋଷି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଋଷି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେ ତାଙ୍କର ବ୍ୟାପକ କାର୍ଯ୍ୟ ମାଧ୍ୟମରେ ଭାରତୀୟ ନୈତିକତାର ମହାନତାକୁ ପ୍ରଦର୍ଶନ କରିଥିଲେ ତାଙ୍କ ଦ୍ଵାରା ଲେଖାଯାଇଥିବା ବନ୍ଦେ ମାତରମ ଆମକୁ ନମ୍ରତାର ସହ ଭାରତର ସେବା କରିବା ଏବଂ ଭାରତବାସୀଙ୍କ ସଶକ୍ତିକରଣ ଦିଗରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଉଛି”

 

**********

TRP/



(Release ID: 1730692) Visitor Counter : 69