ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜରୁରିକାଳୀନ ପରିସ୍ଥିତି ବିରୋଧୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ଆସନ୍ତୁ ଭାରତର ଗଣତାନ୍ତ୍ରିକ ଭାବନାକୁ ମଜବୁତ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବା ଓ ଆମ ସମ୍ବିଧାନର ମୂଲ୍ୟବୋଧ ବଜାୟ ରଖିବା ପାଇଁ ସଂକଳ୍ପ ନେବା: ପ୍ରଧାନମନ୍ତ୍ରୀ

Posted On: 25 JUN 2021 10:52AM by PIB Bhubaneshwar

ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଭାରତୀୟ ଗଣତନ୍ତ୍ରକୁ ରକ୍ଷା କରିଥିବା ସମସ୍ତ ମହାନୁଭବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।

 

ଜରୁରିକାଳୀନ ପରିସ୍ଥିତିର ବର୍ଷପୂର୍ତ୍ତି ଅବସରରେ ଏକ ଟ୍ୱିଟ କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜରୁରିକାଳୀନ ପରିସ୍ଥିତିର କଳାଦିବସଗୁଡିକୁ କେବେ ବି ଭୁଲି ହେବ ନାହିଁ । ୧୯୭୫ରୁ ୧୯୭୭ ସଂସ୍ଥାନଗୁଡିକର ବ୍ୟବସ୍ଥିତ ବିନାଶର ସାକ୍ଷୀ ପାଲଟିଥିଲା ।

ଆସନ୍ତୁ ଭାରତର ଗଣତାନ୍ତ୍ରିକ ଭାବନାକୁ ମଜବୁତ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବା ଓ ଆମ ସମ୍ବିଧାନର ମୂଲ୍ୟବୋଧ ବଜାୟ ରଖିବା ପାଇଁ ସଂକଳ୍ପ ନେବା

ଏହିଭଳି ଭାବେ କଂଗ୍ରେସ ଆମ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦମନ କରିଥିଲା । ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଭାରତୀୟ ଗଣତନ୍ତ୍ରକୁ ରକ୍ଷା କରିଥିବା ସମସ୍ତ ମହାନୁଭବଙ୍କୁ ଆମେ ସ୍ମରଣ କରୁଛୁ । #DarkDaysOfEmergency"

 

 

https://instagram.com/p/CQhm34OnI3F/?utm_medium=copy_link


 

SR



(Release ID: 1730385) Visitor Counter : 187