ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ପ୍ରତିଷ୍ଠା ଦିବସରେ ତେଲଙ୍ଗାନାବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 JUN 2021 9:35AM by PIB Bhubaneswar

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲଙ୍ଗାନାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,

“ତେଲଙ୍ଗାନାବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭକାମନା

ଅନନ୍ୟ ସଂସ୍କୃତିର ଆଶୀର୍ବାଦ ଲାଭ କରିଥିବା ଏହି ରାଜ୍ୟ ଏହାର ପରିଶ୍ରମୀ ଅଧିବାସୀଙ୍କ ଦ୍ଵାରା ଅନେକ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି ତେଲଙ୍ଗାନାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି”

 

**********

TRP/


(ରିଲିଜ ଆଡି: 1723801) ପରିଦର୍ଶକ କାଉଣ୍ଟର : 225