ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ୍
ପୋଷ୍ଟ କରାଯିବା ଦିନାଙ୍କ:
31 MAY 2021 9:30AM by PIB Bhubaneswar
ଭାରତରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ଧାରା ଜାରି, ୫୦ ଦିନରେ ସର୍ବନିମ୍ନ ୧.୫୨ ଲକ୍ଷ ମାମଲା ଚିହ୍ନଟ
ଭାରତରେ ସକ୍ରିୟ କରୋନା ମାମଲା ୨୦,୨୬,୦୯୨କୁ ହ୍ରାସ
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୮୮,୪୧୬ ହ୍ରାସ
ଦେଶରେ ଏ ପର୍ଯ୍ୟନ୍ତ ୨,୫୬,୯୨,୩୪୨ ଜଣ ସୁସ୍ଥ ହୋଇଛନ୍ତି
ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮,୦୨୨ ଜଣ ସୁସ୍ଥ ହୋଇଛନ୍ତି
କ୍ରମାାଗତ ୧୮ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି
ସୁସ୍ଥତା ହାର ୯୧.୬୦%କୁ ବୃଦ୍ଧି
ଏବେ ସାପ୍ତାହିକ ପଜିଟିଭିଟି ହାର ୯.୦୪%
ଦୈନିକ ପଜିଟିଭିଟି ହାର ୯.୦୭%, କ୍ରମାଗତ ସପ୍ତମ ଦିନରେ ୧୦% ତଳେ ରହିଛି
ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ମୋଟ ୩୪.୪୮ କୋଟି ଟେଷ୍ଟ ହୋଇଛି
ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ୨୧.୩ କୋଟି ଡୋଜ୍ ଟିକା ଦିଆଯାଇଛି
SR
(ରିଲିଜ ଆଡି: 1723150)
ପରିଦର୍ଶକ କାଉଣ୍ଟର : 203
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam