ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ୍
ପୋଷ୍ଟ କରାଯିବା ଦିନାଙ୍କ:
29 MAY 2021 9:17AM by PIB Bhubaneswar
ଦୈନିକ ନୂଆ ସଂକ୍ରମଣ ୧.୭୩ ଆସିଥିବା ବେଳେ ନୂଆ ମାମଲାର ନିମ୍ନମୁଖୀ ଧାରା ଅବ୍ୟାହତ
ଗତ ୪୫ ଦିନ ମଧ୍ୟରେ ଦୈନିକ ନୂଆ ସଂକ୍ରମଣ ସର୍ବନିମ୍ନ
ସକ୍ରିୟ କରୋନା ମାମଲା ୨୨,୨୮,୭୨୪କୁ ହ୍ରାସ
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ୧,୧୪,୪୨୮ ହ୍ରାସ
ଦେଶରେ ଏ ପର୍ଯ୍ୟନ୍ତ ୨,୫୧,୭୮,୦୧୧ ଜଣ ସୁସ୍ଥ ହୋଇଛନ୍ତି
ଗତ ୨୪ ଘଣ୍ଟା ମଧ୍ୟରେ ୨,୮୪,୬୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି
କ୍ରମାଗତ ୧୬ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ମାମଲାକୁ ପଛରେ ପକାଇଛି
ସୁସ୍ଥତା ହାର ୯୦.୮୦%କୁ ବୃଦ୍ଧି ପାଇଛି
ଏବେ ସାପ୍ତାହିକ ପଜିଟିଭିଟି ହାର ୯.୮୪%
ଦୈ÷ନିକ ପଜିଟିଭିଟି ହାର ୮.୩୬%, କ୍ରମାଗତ ପଞ୍ଚମ ଦିନରେ ୧୦%ରୁ କମ୍ ରହିଛି
ଦେଶବ୍ୟାପୀ ଟିକାକରଣ ଅଭିଯାନରେ ମୋଟ ୨୦.୮୯ କୋଟି ଡୋଜ୍ ଟିକା ଦିଆଯାଇଛି
ଟେଷ୍ଟିଂ କ୍ଷମତା ବୃଦ୍ଧି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ୩୪.୧ କୋଟି ଟେଷ୍ଟ କରାଯାଇଛି
SR
(ରିଲିଜ ଆଡି: 1722767)
ପରିଦର୍ଶକ କାଉଣ୍ଟର : 195
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Tamil
,
Telugu
,
Kannada
,
Malayalam